ମୁଖ୍ୟ ଶାସନ ସଚିବଙ୍କ
@SecyChief ଅଧ୍ୟକ୍ଷତାରେ ଆଜି #
DMF# ଟ୍ରଷ୍ଟର ରାଜ୍ୟସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଏବଂ ଯାଜପୁର- ୫ଟି ପ୍ରମୁଖ ଡିଏମ୍ଏଫ୍ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଖଣି-ପ୍ରଭାବିତ ସମସ୍ତ ଗାଁକୁ ଗୁଣାତ୍ମକ ମୌଳିକ ସୁବିଧା ଯୋଗାଇ ଦେବା ର ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବାପାଇଁ ନିର୍ଦେଶ ଦିଆଯାଇଛି।
@CMO_Odisha @IPR_Odisha @PCDept_Odisha @MinesOdisha @ForestDeptt @PWD_Odisha @RDOdisha @PRDeptOdisha @HFWOdisha @SMEOdisha @scstdevdept @OMBADC1 @DistAdmKeonjhar @DMSundargarh @dm_jharsuguda @angul_dm @dm_jajpur