ମାନ୍ୟବର ମୁଖ୍ୟମନ୍ତ୍ରୀ
@MohanMOdisha ଆଜି ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସହ ଏହା କିପରି ତୃଣମୂଳ ସ୍ତରରେ ପହଞ୍ଚିବ, ଏହି ବିଷୟରେ ସିଏ ଉନ୍ନୟନ କମିଶନର
@_anugarg ଏବଂ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
@CMO_Odisha @DC_Odisha @IPR_Odisha https://t.co/KeovKAmLvl