Pravati Parida
@PravatiPOdisha
Deputy Chief Minister,Govt. of Odisha | MLA Nimapara Constituency | Proud Member of Bharatiya Janata Party.
570 Following    39.3K Followers
ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସହ ଲୋକସେବା ଭବନରେ ମହିଳା କର୍ମଚାରୀଙ୍କ ଶିଶୁମାନଙ୍କ ପାଇଁ ଉଦିଷ୍ଟ "ଶିଶୁ ପରିଚର୍ଚ୍ଚା କେନ୍ଦ୍ର" ପରିଦର୍ଶନ କରିବା ସହ କୁନି କୁନି ପିଲାଙ୍କ ସହ କିଛି ସମୟ ବିତାଇଥିଲି । @WCDOdisha @IPR_Odisha
Show more
0
5
204
18
ଆଜି ଲୋକସେବା ଭବନର ଲେଡ଼ିଜ କମନ ରୁମ ଏବଂ ୱାସରୁମରେ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ, ବ୍ୟବହାର ହୋଇଥିବା ସାନିଟାରୀ ପ୍ୟାଡ୍ ଗୁଡ଼ିକୁ ନଷ୍ଟ କରିବାର ଯନ୍ତ୍ର (ଇନସିନେରେଟର) ଯୋଗାଇ ଦେବା ଅବସରରେ ଯୋଗଦେଲି । ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥିତ ଥିଲେ ।
Show more
0
11
383
19